or_tn/luk/12/26.md

703 B

If then you are not able to do such a very little thing, why do you worry about the rest?

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଏହି କ୍ଷୁଦ୍ର ବିଷୟ କରି ପାର ନାହିଁ, ତୁମ୍ଭେମାନେ ଅନ୍ୟାନ୍ୟ ବିଷୟଗୁଡ଼ିକ ନିମନ୍ତେ ଚିନ୍ତା କରିବା ଉଚିତ୍ ନୁହେଁ I” (ଦେଖ: rc://*/ta/man/translate/figs-rquestion)