or_tn/luk/12/24.md

1.4 KiB

the ravens

ଏହା ହୁଏତ ସୂଚାଏ 1) ଅଧିକାଂଶ ସମୟରେ ଶସ୍ୟଦାନା ଖାଉଥିବା ଏକ ପ୍ରକାର ପକ୍ଷୀ, କୁଆମାନଙ୍କୁ ବା 2) ମୃତ ପ୍ରାଣୀମାନଙ୍କ ମାଂସ ଖାଉଥିବା ଏକ ପ୍ରକାର ପକ୍ଷୀ, ଡାମରା କାଉମାନଙ୍କୁ I ଯୀଶୁଙ୍କ ଶ୍ରୋତାମାନେ ହୁଏତ ଡାମରା କାଉମାନଙ୍କୁ ଅଦରକାରୀ ବୋଲି ବିବେଚନା କରୁଥିବେ, ଯେହେତୁ ଯିହୂଦୀ ଲୋକମାନେ ଏହି ପ୍ରକାର ପକ୍ଷୀମାନଙ୍କୁ କେବେ ଭୋଜନ କରିବେ ନାହିଁ I

storeroom ... barn

ଏହି ସ୍ଥାନଗୁଡିକରେ ଖାଦ୍ୟ ସଞ୍ଚୟ କରାଯାଏ

How much more valuable you are than the birds!

ଏହା ଏକ ପ୍ରଶ୍ନ ନୁହେଁ, ଏହା ଏକ ବିସ୍ମୟ ଭାବର ଅଭିବ୍ୟକ୍ତି ଅଟେ I ଯୀଶୁ ଏହି ବାସ୍ତବ ବିଷୟକୁ ଗୁରୁତ୍ଵ ଆରୋପ କଲେ ଯେ ଈଶ୍ୱରଙ୍କ ନିକଟରେ ପକ୍ଷୀମାନଙ୍କ ଅପେକ୍ଷା ଲୋକମାନେ ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟନ୍ତି I (ଦେଖ: rc://*/ta/man/translate/figs-exclamations)