or_tn/luk/12/17.md

625 B

What will I do, because I do not have a place to store my crops?

ସେହି ଲୋକ ନିଜ ବିଷୟରେ କ’ଣ ଚିନ୍ତା କରୁଥିଲା ତାହା ଏହି ପ୍ରଶ୍ନ ପ୍ରତିଫଳନ କରେ I ବିକଳ୍ପ ଅନୁବାଦ: “ମୁଁ ଜାଣେ ନାହିଁ କ’ଣ କରିବାକୁ ହେବ, କାରଣ ମୋର ସମସ୍ତ ଶସ୍ୟ ସାଇତି ରଖିବା ନିମନ୍ତେ ମୋ’ ପାଖରେ ଯଥେଷ୍ଟ ବଡ ସ୍ଥାନ ନାହିଁ !” (ଦେଖ: rc://*/ta/man/translate/figs-rquestion)