or_tn/luk/12/10.md

1.2 KiB

And everyone who speaks a word against the Son of Man

ଯେଉଁ ବ୍ୟକ୍ତି ମନୁଷ୍ୟପୁତ୍ର ସମ୍ପର୍କରେ କିଛି ମନ୍ଦ କଥା କୁହେ

it will be forgiven him

ତାକୁ କ୍ଷମା ଦିଆଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତାକୁ ସେଥିସକାଶେ କ୍ଷମା କରିବେ” (ଦେଖ: rc://*/ta/man/translate/figs-activepassive)

who blasphemes against the Holy Spirit

ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ମନ୍ଦ କଥା କୁହେ

but to him ... it will not be forgiven

ଏହାକୁ ସକ୍ରିୟ କ୍ରିୟାପଦ ସହିତ ପ୍ରକାଶ କରାଯାଇପାରେ I ବିକଳ୍ପ ଅନୁବାଦ: “ମାତ୍ର ସେ... ଈଶ୍ୱର ତାକୁ କ୍ଷମା କରିବେ ନାହିଁ” ବା “ଈଶ୍ୱର ତାହାକୁ ଅନନ୍ତକାଳ ନିମନ୍ତେ ଦୋଷୀ ବିବେଚିତ କରିବେ” (ଦେଖ: rc://*/ta/man/translate/figs-activepassive)