or_tn/luk/12/09.md

1.2 KiB

but he who denies me before men

ଯିଏ ଲୋକମାନଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରେ I ଯାହା ଅସ୍ୱୀକାର କରାଯାଇଛି ତାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେକେହି ଅନ୍ୟମାନଙ୍କ ନିକଟରେ ସ୍ୱୀକାର କରିବା ପାଇଁ ମନା କରେ ଯେ ସେ ମୋର ଶିଷ୍ୟ ଅଟେ” ବା “ଯେକେହି ଏହା କହିବା ନିମନ୍ତେ ମନା କରେ ଯେ ସେ ମୋ’ପ୍ରତି ଅନୁଗତ ଅଟେ” (ଦେଖ: rc://*/ta/man/translate/figs-explicit)

will be denied

ତାହାକୁ ଅସ୍ୱୀକାର କରାଯିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମନୁଷ୍ୟପୁତ୍ର ତାକୁ ଅସ୍ୱୀକାର କରିବେ” ବା “ମୁଁ ଏହା ଅସ୍ୱୀକାର କରିବି ଯେ ସେ ମୋର ଶିଷ୍ୟ ଅଟେ” (ଦେଖ: rc://*/ta/man/translate/figs-activepassive)