or_tn/luk/12/06.md

1.3 KiB

Are not five sparrows sold for two small coins?

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ପାଞ୍ଚଟି ଘରଚଟିଆ କେବଳ ଦୁଇଟି କ୍ଷୁଦ୍ର ମୁଦ୍ରାରେ ବିକ୍ରିତ ହୁଅନ୍ତି I”(ଦେଖ: rc://*/ta/man/translate/figs-rquestion)

sparrows

ବୀଜ ଖାଉଥିବା ଅତି କ୍ଷୁଦ୍ର ପକ୍ଷୀଗୁଡିକ

not one of them is forgotten in the sight of God

ଏହାକୁ ସକ୍ରିୟ ଓ ଆସ୍ତିସୂଚକ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ସେମାନଙ୍କ ମଧ୍ୟରୁ କାହାରିକି କଦାପି ଭୁଲିଯାଆନ୍ତି ନାହିଁ” ବା “ଈଶ୍ୱର ପ୍ରକୃତରେ ପ୍ରତ୍ୟେକ ଘରଚଟିଆକୁ ସ୍ମରଣ କରନ୍ତି” (ଦେଖ: [[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-litotes]])