or_tn/luk/12/05.md

1.2 KiB

Fear the one who, after ... has authority

“ତାହାଙ୍କୁ” ପଦ ଈଶ୍ୱରଙ୍କୁ ସୂଚାଇ ଥାଏ I ଏହାର ଶବ୍ଦଗୁଡ଼ିକୁ ପୂନଃବିନ୍ୟାସ କରି ହେବ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କୁ ଭୟ କର ... ଯାହାଙ୍କର ଅଧିକାର ଅଛି” ବା “ଈଶ୍ୱରଙ୍କୁ ଭୟ କର, କାରଣ ...ଉତ୍ତାରେ ତାହାଙ୍କର ଅଧିକାର ଅଛି” (ଦେଖ: rc://*/ta/man/translate/figs-explicit)

after he has killed

ସେ ତୁମକୁ ବଧ କଲା ଉତ୍ତାରେ

has authority to throw into hell

ଲୋକମାନଙ୍କୁ ବିଚାର କରିବା ନିମନ୍ତେ ଈଶ୍ୱରଙ୍କ ଅଧିକାର ସମ୍ପର୍କରେ ଏହା ଏକ ସାଧାରଣ ଉକ୍ତି ଅଟେ I ଏହାର ଅର୍ଥ ନୁହେଁ ଯେ ଏହି ବିଷୟ ଶିଷ୍ୟମାନଙ୍କ ପ୍ରତି ଘଟିବ ନାହିଁ I ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ନର୍କରେ ନିକ୍ଷେପ କରିବା ନିମନ୍ତେ ଅଧିକାର ଅଛି”