or_tn/luk/12/03.md

2.7 KiB

whatever you have said in the darkness will be heard in the light

ଏଠାରେ “ଅନ୍ଧକାର” ଶବ୍ଦ “ରାତ୍ରୀ”ର ଏକ ପ୍ରତିଶବ୍ଦ ଅଟେ ପୁଣି ତାହା “ଗୁପ୍ତ”ର ପ୍ରତିଶବ୍ଦ ଅଟେ I ଏବଂ “ଆଲୋକ” ଶବ୍ଦ “ଦିବସ”ର ଏକ ପ୍ରତିଶବ୍ଦ ଅଟେ ପୁଣି ତାହା “ସର୍ବସାଧାରଣ”ର ପ୍ରତିଶବ୍ଦ ଅଟେ I “ଶୁଣାଯିବ” ବାକ୍ୟାଂଶକୁ ସକ୍ରିୟ ରୂପରେ ଉଲ୍ଲେଖ କରି ହେବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଗୋପନରେ ରାତ୍ରୀରେ କହିଅଛ, ଲୋକମାନେ ତାହା ଦିବାଲୋକରେ ଶୁଣିବେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metonymy]])

you have spoken in the ear

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ବ୍ୟକ୍ତି ନିକଟରେ ଫୁସଫୁସ୍ କରି କହିଲେ” (ଦେଖ: rc://*/ta/man/translate/figs-activepassive)

in the inner rooms

ଏକ ଗୁପ୍ତ କୋଠରୀରେ I ଏହା ବ୍ୟକ୍ତିଗତ ବାଣୀକୁ ସୂଚାଏ I ବିକଳ୍ପ ଅନୁବାଦ: “ବ୍ୟକ୍ତିଗତ ଭାବରେ” ବା “ଗୁପ୍ତରେ”

will be proclaimed

ଅତି ଉଚ୍ଚସ୍ୱରରେ ଶୁଭିବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଲୋକମାନେ ଘୋଷଣା କରିବେ” (ଦେଖ: rc://*/ta/man/translate/figs-activepassive)

upon the housetops

ଇସ୍ରାଏଲରେ ଗୃହଗୁଡିକର ସମତଳ ଛାତ ଥିଲା, ତେଣୁ ଲୋକମାନେ ଉପରକୁ ଯାଇ ପାରୁଥିଲେ ଏବଂ ସେଗୁଡିକ ଉପରେ ଠିଆ ହୋଇପାରୁଥିଲେ I ଯଦି ପାଠକମାନେ କଳ୍ପନା କରିବାକୁ ଚେଷ୍ଟା କରି ଅନ୍ୟମନସ୍କ ହେବେ ଯେ ଲୋକମାନେ କିପରି ଛାତର ଉପରକୁ ଯାଉଥିଲେ, ତେବେ ଏହାକୁ ମଧ୍ୟ ଏକ ଅଧିକ ସାଧାରଣ ଅଭିବ୍ୟକ୍ତି ସହିତ ଅନୁବାଦ କରାଯାଇପାରିବ, ଯଥା “ଏକ ଉଚ୍ଚସ୍ଥାନରୁ, ଯେପରି ପ୍ରତ୍ୟେକ ବ୍ୟକ୍ତି ଶୁଣିବାରେ ସମର୍ଥ ହେବ I”