or_tn/luk/12/01.md

3.2 KiB

General Information:

ହଜାର ହଜାର ଲୋକମାନଙ୍କ ସମ୍ମୁଖରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି I

In the meantime

ଏହା ହୁଏତ ସେହି ସମୟର ଘଟଣା ଯେତେବେଳେ ଶାସ୍ତ୍ରୀମାନେ ଏବଂ ଫାରୂଶୀମାନେ ତାଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ଏକ ସୁଯୋଗ ଖୋଜୁଥିଲେ I ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ପାଇଁ ଲେଖକ ଏହି ଶବ୍ଦଗୁଡିକ ବ୍ୟବହାର କରନ୍ତି I (ଦେଖ: rc://*/ta/man/translate/writing-newevent)

when many thousands of the people were gathered together

ଏହା ପୃଷ୍ଠଭୂମି ତଥ୍ୟ ଅଟେ ଯାହା କାହାଣୀର ପୃଷ୍ଟଭୂମି ସମ୍ପର୍କରେ କୁହେ (ଦେଖ: rc://*/ta/man/translate/writing-background)

many thousands of the people

ଏକ ବିଶାଳ ଲୋକସମୂହ

they trampled on each other

ଏହା ହୁଏତ ଗୁରୁତ୍ଵ ଆରୋପ କରିବା ପାଇଁ ଏକ ଅତିରଞ୍ଜନ ଯେ ଅନେକ ଲୋକମାନେ ପାଖାପାଖି ଏକତ୍ର ଭିଡ କରୁଥିଲେ ସତେ ଯେପରି ସେମାନେ ପରସ୍ପର ଉପରେ ମାଡି ପଡିବେ I ବିକଳ୍ପ ଅନୁବାଦ: “ସେମାନେ ପରସ୍ପର ଉପରେ ମାଡି ପଡୁଥିଲେ” ବା “ସେମାନେ ପରସ୍ପରର ପାଦ ଉପରେ ମାଡି ପଡୁଥିଲେ” (ଦେଖ: rc://*/ta/man/translate/figs-hyperbole)

he began to say to his disciples first of all

ଯୀଶୁ ପ୍ରଥମେ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କଲେ, ତା’ପରେ ସେମାନଙ୍କୁ କହିଲେ

Guard yourselves from the yeast of the Pharisees, which is hypocrisy

ଯେପରି ମଇଦାର ସମୁଦାୟ ପିଣ୍ଡୁଳାକୁ ଖମୀର ବ୍ୟାପି ଯାଇଥାଏ, ସେପରି ସେମାନଙ୍କର କପଟତା ସମୁଦାୟ ସମ୍ପ୍ରଦାୟ ମଧ୍ୟରେ ବ୍ୟାପି ଯାଉଥିଲା I ବିକଳ୍ପ ଅନୁବାଦ: “ଫାରୂଶୀମାନଙ୍କ କପଟତା ବିରୁଦ୍ଧରେ ଆପଣାକୁ ଜାଗ୍ରତ କରି ରଖିଥାଅ, ଯାହା ଖମୀର ସଦୃଶ ଅଟେ” ବା “ସଜାଗ ଥାଅ ଯେ ତୁମ୍ଭେମାନେ ଯେପରି ଫାରୂଶୀମାନଙ୍କ ପରି କପଟୀ ନ ହୁଅ I ସେମାନଙ୍କ ମନ୍ଦ ବ୍ୟବହାର ପ୍ରତ୍ୟେକ ଲୋକକୁ ପ୍ରଭାବିତ କରିଥାଏ ଠିକ ଯେପରି ଖମୀର ଗୋଟିଏ ମଇଦା ପିଣ୍ଡୁଳାକୁ ପ୍ରଭାବିତ କରିଥାଏ” (ଦେଖ: rc://*/ta/man/translate/figs-metaphor)