or_tn/luk/11/52.md

1.6 KiB

Connecting Statement:

ଯୀଶୁ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କୁ ପ୍ରତ୍ୟୁତ୍ତର ଦେବା ସମାପ୍ତ କରନ୍ତି I

you have taken away the key of knowledge ... hinder those who are entering

ଯୀଶୁ ଈଶ୍ୱରଙ୍କ ସତ୍ୟ ସମ୍ବନ୍ଧରେ କହନ୍ତି, ସତେ ଯେପରି ତାହା ଏକ ଗୃହରେ ଥିଲା ଯହିଁରେ ପ୍ରବେଶ କରିବାକୁ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ଅସମ୍ମତ ହେଲେ ଏବଂ ଅନ୍ୟମାନେ ପ୍ରବେଶ କରିବା ନିମନ୍ତେ ଚାବି ପାଆନ୍ତୁ ବୋଲି ସେମାନେ ଅନୁମତି ଦେଲେ ନାହିଁ I ଏହାର ଅର୍ଥ ଏହି ଯେ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ପ୍ରକୃତରେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଏବଂ ଅନ୍ୟମାନଙ୍କୁ ତାଙ୍କୁ ଜାଣିବାରେ ନିବାରଣ କରନ୍ତି I (ଦେଖ: rc://*/ta/man/translate/figs-metaphor)

the key

ଏହା ପ୍ରବେଶର ଉପାୟକୁ ବୁଝାଏ; ତାହା ଗୋଟିଏ ଗୃହ ମଧ୍ୟକୁ ହେଉ ବା ଗୋଦାମ ଘରକୁ ହେଉ I

you do not enter in yourselves

ତୁମ୍ଭେମାନେ ସ୍ୱୟଂ ନିଜେ ଜ୍ଞାନ ପାଇବା ନିମନ୍ତେ ଯାଇ ନ ଥାଅ