or_tn/luk/11/48.md

896 B

So you are witnesses and you consent

ଯୀଶୁ ଫାରୂଶୀମାନଙ୍କୁ ଏବଂ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କୁ ଅନୁଯୋଗ କରୁଛନ୍ତି I ସେମାନେ ଭାବବାଦୀମାନଙ୍କ ହତ୍ୟା ହେବା ସମ୍ପର୍କରେ ଜାଣିଥିଲେ ମାତ୍ର ଆପଣାମାନଙ୍କର ପିତୃପୁରୁଷମାନଙ୍କୁ ସେମାନଙ୍କୁ ବଧ କରିବା ସକାଶେ ଦୋଷାରୋପ କଲେ ନାହିଁ I ବିକଳ୍ପ ଅନୁବାଦ: “ତେଣୁ ସେମାନଙ୍କୁ ନିନ୍ଦା କରିବା ପରିବର୍ତ୍ତେ, ତୁମ୍ଭେମାନେ ତାହାକୁ ଦୃଢ଼ କରୁଛ ଓ ସମ୍ମତ ହେଉଛ” (ଦେଖ: rc://*/ta/man/translate/figs-explicit)