or_tn/luk/11/46.md

1.9 KiB

Woe to you, teachers of the law!

ଯୀଶୁ ଏହା ସ୍ପଷ୍ଟ କରନ୍ତି ଯେ ସେ ଫାରୂଶୀମାନଙ୍କ ସହିତ ଯିହୂଦୀ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ କାର୍ଯ୍ୟଗୁଡିକୁ ଦୋଷାରୋପ କରିବା ନିମନ୍ତେ ଇଚ୍ଛା କରିଥିଲେ I

you put people under burdens that are hard to carry

ତୁମ୍ଭେମାନେ ଲୋକମାନ ଉପରେ ବୋଝଗୁଡିକ ଲଦିଥାଅ ଯାହା ଅତିଶୟ ଗୁରୁ ଭାର ଅଟେ ଏବଂ ସେମାନେ ସେସବୁ ବହି ନେଇପାରନ୍ତି ନାହିଁ I ଯୀଶୁ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହନ୍ତି ସତେ ଯେପରି ସେ ଲୋକମାନଙ୍କୁ କିଛି ନିୟମ ଦିଅନ୍ତି ଯାହା ସେହି ବ୍ୟକ୍ତି ଲୋକମାନଙ୍କୁ ଓଜନିଆ ଜିନିଷଗୁଡିକ ବୋହିବାକୁ ଦେବା ପରି ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଲୋକମାନଙ୍କୁ ଅତି ମାତ୍ରାରେ ନିୟମଗୁଡିକ ପାଳନ କରିବା ନିମନ୍ତେ ଦେଇ ଭାରଗ୍ରସ୍ତ କରିଥାଅ” (ଦେଖ: rc://*/ta/man/translate/figs-metaphor)

do not touch the burdens with one of your fingers

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଲୋକମାନେ ସେହି ବୋଝ ବହନ କରିବାକୁ ସାହାଯ୍ୟ କରିବା ପାଇଁ ଯାହା ସମ୍ଭବ ତାହା କର” ବା 2) “ତୁମେ ନିଜେ ସେହି ବୋଝଗୁଡିକୁ ବହନ କରିବା ନିମନ୍ତେ ଯେକୌଣସି ପ୍ରଚେଷ୍ଟା କର I”