or_tn/luk/11/44.md

1.9 KiB

you are like unmarked graves, and people walk over them without knowing it

ଫାରୂଶୀମାନେ ଚିହ୍ନିତ ହୋଇ ନ ଥିବା ସମାଧିଗୁଡିକ ପରି ଅଟନ୍ତି କାରଣ ସେମାନେ ବିଧି ଅନୁସାରେ ଶୁଚି ଭଳି ଦେଖାଯାଆନ୍ତି, କିନ୍ତୁ ସେମାନେ ସେମାନଙ୍କ ଚାରିଆଡେ ଥିବା ଲୋକମାନଙ୍କୁ ଅଶୁଚି କରିବାରେ କାରଣ ପାଲଟନ୍ତି I (ଦେଖ: rc://*/ta/man/translate/figs-simile)

unmarked graves

ଏହି ସମାଧିଗୁଡିକ ଭୂମିରେ ଖୋଳାଯାଇଥିବା ଗାତଗୁଡିକ ଅଟେ ଯେଉଁଠି ଗୋଟିଏ ମୃତ ଶରୀର ପୋତା ଯାଇଥାଏ I ସେଗୁଡ଼ିକରେ ଧଳା ପଥର ନ ଥିଲା ଯାହା ଲୋକମାନେ ସାଧାରଣତଃ ସମାଧିଗୁଡିକ ଉପରେ ରଖୁଥଲେ ଯେପରି ଅନ୍ୟମାନେ ସେଗୁଡିକ ଦେଖିପାରିବେ I

without knowing it

ଯଦି ଯିହୂଦୀମାନେ ଗୋଟିଏ ସମାଧି ଉପରେ ଚାଲିଯାଆନ୍ତି, ତେବେ ସେମାନେ ବିଧି ଅନୁସାରେ ଅଶୁଚି ହୋଇଯିବେ I ଏହି ଚିହ୍ନିତ ହୋଇ ନ ଥିବା ସମାଧିଗୁଡିକ ବେଳେବେଳେ ସେମାନଙ୍କୁ ଆକସ୍ମିକ ଭାବରେ ଅଶୁଚି କରାଇଥାଏ I ଏହାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: ""ତାହା ଜାଣି ନ ପାରି ବିଧି ଅନୁସାରେ ଅଶୁଚି ହୋଇଯିବା” (ଦେଖ: rc://*/ta/man/translate/figs-explicit)