or_tn/luk/11/42.md

2.4 KiB

the mint and the rue and every garden herb

ତୁମ୍ଭେମାନେ ଈଶ୍ୱରଙ୍କୁ ତୁମ୍ଭମାନଙ୍କ ବଗିଚାର ପୋଦିନା ଓ ଆରୁଦ ଓ ଅନ୍ୟ ଶାକର ଦଶମାଂଶ ଦେଇଥାଅ I ଯୀଶୁ ଏକ ଦୃଷ୍ଟାନ୍ତ ଦେଉଥିଲେ ଯେ ଫାରୂଶୀମାନେ ସେମାନଙ୍କ ଆୟର ଦଶମାଂଶ ଦେବାରେ କେତେ ଚରମପନ୍ଥୀ ଥିଲେ I

the mint and the rue and every garden herb

ଏସବୁ ଶାକଗୁଡିକ ଅଟେ I ଲୋକମାନେ ସେମାନଙ୍କ ଖାଦ୍ୟ ମଧ୍ୟରେ ସ୍ୱାଦ ବଢାଇବା ନିମନ୍ତେ ଏହି ପତ୍ରଗୁଡିକର କେବଳ ଅଳ୍ପ ପରିମାଣ ପକାଇ ଥାଆନ୍ତି I ଯଦି ଲୋକମାନେ ପୋଦିନା ଓ ଆରୁଦ କ’ଣ ଅଟେ ଜାଣନ୍ତି ନାହିଁ ତେବେ ତୁମେ ସେମାନେ ଜାଣିଥିବା ଶାକର ନାମ ବ୍ୟବହାର କରିପାର ବା ସାଧାରଣ ପ୍ରକାରେ ବୁଝାଇବା ନିମନ୍ତେ “ଶାକସବୁ” ଶବ୍ଦ ବ୍ୟବହାର କରିପାର I” (ଦେଖ: rc://*/ta/man/translate/translate-unknown)

every garden herb

ସାମ୍ଭାବ୍ୟ ଅର୍ଥଗୁଡିକ 1) “ପ୍ରତ୍ୟେକ ଭିନ୍ନ ପନିପରିବା” 2) ବଗିଚାର ପ୍ରତ୍ୟେକ ଭିନ୍ନ ପନିପରିବା” ବା 3) “ବଗିଚାର ପ୍ରତ୍ୟେକ ଭିନ୍ନ ଲତା I”

the love of God

ଈଶ୍ୱରଙ୍କୁ ପ୍ରେମ କରିବା ବା “ଈଶ୍ୱରଙ୍କ ନିମନ୍ତେ ପ୍ରେମ I” ଈଶ୍ୱର ହିଁ ଏକମାତ୍ର ଯାହାଙ୍କୁ ପ୍ରେମ କରିବା I

and not to neglect those things

ବିଫଳ ନ ହୋଇ"" ଗୁରୁତ୍ଵ ଅରୋପ କରେ ଯେ ଏହା ସବୁବେଳେ କରିବା ଉଚିତ୍ I ଏହାକୁ ଆସ୍ତିସୂଚକ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏବଂ ସବୁବେଳେ ଅନ୍ୟ ଉତ୍ତମ କାର୍ଯ୍ୟଗୁଡିକ ମଧ୍ୟ କରିବା” (ଦେଖ: rc://*/ta/man/translate/figs-litotes)