or_tn/luk/11/40.md

1.1 KiB

You foolish ones!

ଏହି ଅଭିବ୍ୟକ୍ତି ପୁରୁଷମାନଙ୍କୁ ବା ସ୍ତ୍ରୀଲୋକମାନଙ୍କୁ ସୂଚାଇପାରେ ଯଦିଓ ଯୀଶୁ ଏହି ସ୍ଥାନରେ ଯେଉଁମାନଙ୍କୁ କହୁଥିଲେ ସେହି ଫାରୂଶୀମାନେ ପୁରୁଷ ଥିଲେ I

Did not the one who made the outside also make the inside?

ସେମାନଙ୍କ ହୃଦୟରେ ଯାହା ଅଛି ତାହା ଯେ ଈଶ୍ୱରଙ୍କ ନିକଟରେ ମହତ୍ତ୍ଵ ରଖିଥାଏ ସେକଥା ବୁଝି ନ ପାରିବା ହେତୁ ଫାରୂଶୀମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଯିଏ ବାହାରର ବିଷୟ ଗଢିଛନ୍ତି ସେ ଅନ୍ତରସ୍ଥ ବିଷୟଗୁଡିକ ମଧ୍ୟ ଗଢିଛନ୍ତି !” (ଦେଖ: rc://*/ta/man/translate/figs-rquestion)