or_tn/luk/11/39.md

1.3 KiB

General Information:

ଯୀଶୁ ଏକ ରୂପକ ବ୍ୟବହାର କରି ସେହି ଫାରୂଶୀକୁ କହିବା ଆରମ୍ଭ କଲେ I ସେମାନେ ଯେପ୍ରକାରେ ଗିନା ଓ ଥାଳିଗୁଡିକ ପରିଷ୍କାର କରନ୍ତି ତାହା ସହିତ ସେମାନେ କିପରି ଆପଣାମାନଙ୍କୁ ପରିଷ୍କାର କରନ୍ତି ତାହାକୁ ତୁଳନା କରନ୍ତି I (ଦେଖ: rc://*/ta/man/translate/figs-metaphor)

the outside of cups and bowls

ପାତ୍ରଗୁଡିକର ବାହାରକୁ ପରିଷ୍କାର କରିବା ଫାରୂଶୀମାନଙ୍କ ବିଧିଜନିତ ପ୍ରଥାଗୁଡିକର ଏକ ଅଂଶ ଥିଲା I (ଦେଖ: rc://*/ta/man/translate/figs-explicit)

but the inside of you is filled with greed and evil

ରୂପକର ଏହି ଅଂଶ ଥାଳିଗୁଡିକର ବାହାରକୁ ପରିଷ୍କାର କରିବା ସହିତ ସେମାନେ କିପରି ଭାବରେ ସେମାନଙ୍କ ନିଜର ଆଭ୍ୟନ୍ତରୀଣ ଅବସ୍ଥାକୁ ଅବହେଳା କରନ୍ତି, ତାହାର ବୈଷମ୍ୟ ଦର୍ଶାଏ I (ଦେଖ: rc://*/ta/man/translate/figs-metaphor)