or_tn/luk/11/38.md

627 B

he did not wash

ଫାରୂଶୀମାନଙ୍କର ଏକ ନିୟମ ଥିଲା ଯେ ଈଶ୍ୱରଙ୍କ ସମ୍ମୁଖରେ ବିଧି ଅନୁସାରେ ଶୁଚି ହେବା ପାଇଁ ଲୋକମାନେ ନିଶ୍ଚୟ ସେମାନଙ୍କ ହାତ ଧୋଇବେ I ବିକଳ୍ପ ଅନୁବାଦ: “ତାଙ୍କର ହାତଗୁଡିକୁ ଧୋଇବା” ବା “ବିଧି ଅନୁସାରେ ଶୁଚି ହେବା ପାଇଁ ତାଙ୍କ ହାତଗୁଡିକୁ ଧୋଇବା” (ଦେଖ: rc://*/ta/man/translate/figs-explicit)