or_tn/luk/11/36.md

544 B

it will all be full of light, as when the lamp shines its brightness on you

ଯୀଶୁ ସେହି ସମାନ ସତ୍ୟକୁ ଏକ ଉପମା ଭାବରେ ଉଲ୍ଲେଖ କରନ୍ତି I ସେ ସତ୍ୟରେ ପରିପୂର୍ଣ୍ଣ ଲୋକମାନଙ୍କ ସମ୍ପର୍କରେ କହନ୍ତି ସତେ ଯେପରି ସେମାନେ ଝଲସୁ ଥିବା ଉଜ୍ଜଳ ପ୍ରଦୀପ ସଦୃଶ୍ୟ ଅଟନ୍ତି I (ଦେଖ: rc://*/ta/man/translate/figs-simile)