or_tn/luk/11/34.md

2.4 KiB

The lamp of the body is your eye

ରୂପକର ଏହି ଅଂଶରେ, ଠିକ୍ ଯେପରି ଗୋଟିଏ ଚକ୍ଷୁ ଶରୀର ନିମନ୍ତେ ଆଲୋକ ପ୍ରଦାନ କରେ ସେହିପରି ଯୀଶୁ କରୁଥିବା ବିଷୟଗୁଡିକ ସେମାନଙ୍କୁ ଜ୍ଞାନ ପ୍ରଦାନ କଲା I ବିକଳ୍ପ ଅନୁବାଦ: “ତୁମର ଚକ୍ଷୁ ଶରୀରର ପ୍ରଦୀପ ସଦୃଶ୍ୟ ଅଟେ” (ଦେଖ: rc://*/ta/man/translate/figs-metaphor)

your eye

ଚକ୍ଷୁ ଦୃଷ୍ଟିଶକ୍ତି ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I (ଦେଖ: rc://*/ta/man/translate/figs-metonymy)

the body

ଜଣେ ବ୍ୟକ୍ତିର ଜୀବନକୁ ବୁଝାଇବା ନିମନ୍ତେ ଶରୀର ଶବ୍ଦ ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/figs-synecdoche)

When your eye is good

ଏଠାରେ ""ଚକ୍ଷୁ"" ଦୃଷ୍ଟିଶକ୍ତି ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯେତେବେଳେ ତୁମର ଦୃଷ୍ଟି ଉତ୍ତମ ଅଟେ” ବା “ଯେତେବେଳେ ତୁମେ ଉତ୍ତମ ଭାବରେ ଦେଖ” (ଦେଖ: rc://*/ta/man/translate/figs-metonymy)

your whole body is also filled with light

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଆଲୋକ ତୁମର ସମୁଦାୟ ଶରୀରକୁ ପୂର୍ଣ୍ଣ କରିବ” ବା “ତୁମେ ସବୁ କିଛି ସ୍ପଷ୍ଟ ଭାବରେ ଦେଖିପାରିବ” (ଦେଖ: rc://*/ta/man/translate/figs-activepassive)

when it is bad

ଏଠାରେ ଚକ୍ଷୁ ଦୃଷ୍ଟିଶକ୍ତି ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯେତେବେଳେ ତୁମର ଦୃଷ୍ଟି ମନ୍ଦ ଅଟେ” ବା “ଯେତେବେଳେ ତୁମେ କ୍ଷୀଣ ଭାବରେ ଦେଖିଥାଅ” (ଦେଖ: rc://*/ta/man/translate/figs-metonymy)

your body is also full of darkness

ତୁମେ କୌଣସି ବିଷୟ ଦେଖିବା ପାଇଁ ସମର୍ଥ ହେବ ନାହିଁ