or_tn/luk/11/27.md

2.0 KiB

General Information:

ଏହା ଯୀଶୁଙ୍କ ଶିକ୍ଷା ପ୍ରଦାନରେ ଏକ ବିରତି ଅଟେ I ଜଣେ ସ୍ତ୍ରୀଲୋକ ଏକ ଆଶୀର୍ବାଦ ବିଷୟ କୁହେ ଏବଂ ଯୀଶୁ ପ୍ରତ୍ୟୁତ୍ତର ଦିଅନ୍ତି I

Now it happened that

କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବା ପାଇଁ ଏଠାରେ ଏହି ବାକ୍ୟାଂଶ ବ୍ୟବହୃତ ହୋଇଛି I ଯଦି ତୁମ ଭାଷାରେ ଏହା କରିବା ନିମନ୍ତେ କୌଣସି ଏକ ଉପାୟ ଅଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାର I (ଦେଖ: rc://*/ta/man/translate/writing-newevent)

raised her voice above the crowd

ଏହି ଋଢ଼ିର ଅର୍ଥ “ଲୋକସମୂହର କୋଳାହଳ ଅପେକ୍ଷା ଅଧିକ ଉଚ୍ଚସ୍ୱରରେ କହିଲା” (ଦେଖ: rc://*/ta/man/translate/figs-idiom)

Blessed is the womb that bore you and the breasts at which you nursed

ଜଣେ ନାରୀର ଶରୀରର ଅଂଶବିଶେଷ ସମୁଦାୟ ନାରୀକୁ ହିଁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ଯେଉଁ ନାରୀ ତୁମକୁ ଗର୍ଭରେ ଧାରଣ କଲା ଏବଂ ତୁମକୁ ଆପଣା ସ୍ତନ୍ୟ ପାନ କରାଇଲା, ତାହା ନିମନ୍ତେ ଏହା କେତେ ଉତ୍ତମ ବିଷୟ ଅଟେ” ବା “ସେ ନାରୀ ନିଶ୍ଚିତ ଭାବରେ କେତେ ଆନନ୍ଦିତ ଅଟେ ଯିଏ ତୁମକୁ ଗର୍ଭରେ ଧାରଣ କଲା ଏବଂ ତୁମକୁ ଆପଣା ସ୍ତନ୍ୟ ପାନ କରାଇଲା (ଦେଖ: rc://*/ta/man/translate/figs-synecdoche)