or_tn/luk/11/25.md

1.3 KiB

finds it swept out and put in order

ଏହି ରୂପକ ସେହି ଲୋକ ବିଷୟରେ କୁହେ ସତେ ଯେପରି ସେ ଗୋଟିଏ ଗୃହ ସଦୃଶ୍ୟ ଅଟେ ଯାହା ମାର୍ଜିତ ପରିଷ୍କୃତ ଅଟେ ଓ ସବୁ ବିଷୟ ସେମାନଙ୍କର ଯଥା ସ୍ଥାନରେ ରହିଛି I ଏହା ସୂଚାଏ ଯେ ଗୃହଟି ଏପର୍ଯ୍ୟନ୍ତ ଖାଲି ରହିଛି I ସେହି ତଥ୍ୟକୁ ସ୍ପଷ୍ଟ କରି ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିକୁ ଏକ ଗୃହ ଭାବରେ ପାଏ ଯାହାକୁ କେହି ମାର୍ଜିତ ପରିଷ୍କୃତ କରିଛି ଓ ସମସ୍ତ ବିଷୟ ସୁସଂଗଠିତ ଭାବରେ ଯଥା ସ୍ଥାନରେ ରଖିଛି, କିନ୍ତୁ ଶୂନ୍ୟ କରି ଛାଡିଯାଇଛି ବା “ସେହି ଲୋକକୁ ଏକ ଗୃହ ଭାବରେ ପାଏ ଯାହା ପରିଷ୍କୃତ ଓ ସଂଗଠିତ କିନ୍ତୁ ଶୂନ୍ୟ ଅଟେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metaphor]])