or_tn/luk/11/24.md

728 B

waterless places

ଏହା “ନିର୍ଜନ ସ୍ଥାନଗୁଡିକୁ” ସୂଚାଏ ଯେଉଁଠାରେ ମନ୍ଦ ଆତ୍ମାମାନେ ବିଚରଣ କରନ୍ତି I

not finding any

ଯଦି ସେହି ଆତ୍ମା ସେଠରେ କୌଣସି ବିଶ୍ରାମ ପାଏ ନାହିଁ

my house from which I came

ଯେଉଁ ଲୋକ ଭିତରେ ସେ ବାସ କରୁଥିଲା ଏହା ସେହି ବ୍ୟକ୍ତିକୁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଭିତରେ ମୁଁ ବାସ କରୁଥିଲି” (ଦେଖ: rc://*/ta/man/translate/figs-metaphor)