or_tn/luk/11/22.md

844 B

when one who is stronger than him ... divide his possessions

ଶୟତାନ ଓ ତାହାର ଭୂତମାନଙ୍କୁ ଯୀଶୁ ପରାଜିତ କରିବା ବିଷୟରେ ଏହା କୁହେ, ସତେ ଯେପରି ଯୀଶୁ ଜଣେ ଅଧିକ ବଳବାନ ବ୍ୟକ୍ତି ଅଟନ୍ତି ଯିଏ ଜଣେ ବଳବାନ୍ ଲୋକର ସମ୍ପତ୍ତି ଛଡାଇ ନିଅନ୍ତି I (ଦେଖ: rc://*/ta/man/translate/figs-metaphor)

takes away his armor

ଲୋକର ଅସ୍ତ୍ରଶସ୍ତ୍ରଗୁଡିକ ଓ ଆଶ୍ରୟ ବା ରକ୍ଷା କାଢିନିଏ

divides his possessions

ତାହାର ସମ୍ପତ୍ତି ହରଣ କରିନିଏ ବା “ସେ ଯାହା ଇଚ୍ଛା ତାହା ନେଇଯାଏ”