or_tn/luk/11/21.md

8 lines
651 B
Markdown

# When a strong man ... his possessions are safe
ଶୟତାନ ଓ ତାହାର ଭୂତମାନଙ୍କୁ ଯୀଶୁ ପରାଜିତ କରିବା ବିଷୟରେ ଏହା କୁହେ, ସତେ ଯେପରି ଯୀଶୁ ଜଣେ ଅଧିକ ବଳବାନ ବ୍ୟକ୍ତି ଅଟନ୍ତି ଯିଏ ଜଣେ ବଳବାନ୍ ଲୋକର ସମ୍ପତ୍ତି ଛଡାଇ ନିଅନ୍ତି I (ଦେଖ: [[rc://*/ta/man/translate/figs-metaphor]])
# his possessions are safe
କେହି ବି ତାହାର ସମ୍ପତ୍ତି ଚୋରି କରି ନେଇ ପାରିବ ନାହିଁ