or_tn/luk/11/19.md

1.7 KiB

Now if I ... by whom do your followers drive them out?

ଯଦି ମୁଁ ... ତୁମ୍ଭମାନଙ୍କ ଶିଷ୍ୟମାନେ କାହା ଶକ୍ତିରେ ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାନ୍ତି ? ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯୀଶୁଙ୍କ ପ୍ରଶ୍ନର ଅର୍ଥକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ଯଦି ମୁଁ... ତେବେ ଆମ୍ଭେମାନେ ନିଶ୍ଚୟ ସମ୍ମତ ହେବା ଯେ ତୁମ୍ଭମାନଙ୍କ ଶିଷ୍ୟମାନେ ମଧ୍ୟ ଭୂତପତି ବାଆଲଜିବୂଲର ଶକ୍ତି ଦ୍ୱାରା ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାନ୍ତି I କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁନାହଁ ଯେ ଏହା ସତ୍ୟ ଅଟେ I” (ଦେଖ: [[rc:///ta/man/translate/figs-explicit]] ଏବଂ [[rc:///ta/man/translate/figs-rquestion]])

they will be your judges

ତୁମ୍ଭମାନଙ୍କ ଯେଉଁ ଶିଷ୍ୟମାନେ ଈଶ୍ୱରଙ୍କ ଶକ୍ତି ଦ୍ୱାରା ଭୂତମାନଙ୍କୁ ଛଡ଼ାନ୍ତି, ସେମାନେ ବାଆଲଜିବୂଲର ଶକ୍ତି ଦ୍ୱାରା ମୁଁ ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭମାନଙ୍କ କଥାର ବିଚାର କରିବେ