or_tn/luk/11/18.md

2.1 KiB

if Satan is divided against himself

ଶୟତାନ ଶବ୍ଦ ଏଠାରେ ଶୟତାନର ଅନୁଗାମୀ ହେଉଥିବା ଭୂତମାନଙ୍କୁ ସୂଚାଇବା ସଙ୍ଗେ ସଙ୍ଗେ ସ୍ୱୟଂ ଶୟତାନକୁ ସୂଚାଏ I ବିକଳ୍ପ ଅନୁବାଦ: “ଯଦି ଶୟତାନ ଓ ତାହାର ରାଜ୍ୟର ସଭ୍ୟମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରୁଛନ୍ତି” (ଦେଖ: rc://*/ta/man/translate/figs-metaphor)

If Satan ... how will his kingdom stand?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ଶୟତାନ ... ତାହାର ରାଜ୍ୟ ତିଷ୍ଠି ରହି ପାରିବ ନାହିଁ I” ବା “ଯଦି ଶୟତାନ...ତା’ର ରାଜ୍ୟ ପତିତ ହେବ I”(ଦେଖ: rc://*/ta/man/translate/figs-metonymy)

For you say I force out demons by Beelzebul

କାରଣ ତୁମ୍ଭେମାନେ କହୁଛ ଯେ ମୁଁ ବାଆଲଜିବୂଲର ଶକ୍ତି ଦ୍ୱାରା ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାଉଛି I ତାଙ୍କ ଯୁକ୍ତିତର୍କର ପରବର୍ତ୍ତୀ ଅଂଶକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ କହୁଛ ଯେ ମୁଁ ବାଆଲଜିବୂଲର ଶକ୍ତି ଦ୍ୱାରା ଲୋକମାନଙ୍କଠାରୁ ଭୂତମାନଙ୍କୁ ଛଡ଼ାଉଅଛି I ତାହାର ଅର୍ଥ ଏହା ହେବ ଯେ ଶୟତାନ ନିଜ ବିରୁଦ୍ଧରେ ବିଭକ୍ତ ହୋଇଛି” (ଦେଖ: rc://*/ta/man/translate/figs-rquestion)