or_tn/luk/11/13.md

1.2 KiB

if you who are evil know

ଯେଣୁ ତୁମ୍ଭେମାନେ ମନ୍ଦ ହେଲେ ହେଁ ଜାଣ ବା “ଯଦିଓ ତୁମ୍ଭେମାନେ ପାପପୂର୍ଣ୍ଣ ଅଟ, ତୁମ୍ଭେମାନେ ଜାଣ”

how much more will your Father from heaven give the Holy Spirit ... him?

ଏହା କେତେ ଅଧିକ ନିଶ୍ଚିତ ଯେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାକୁ ପବିତ୍ରଆତ୍ମା ଦାନ କରିବେ...? ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପୂନର୍ବାର ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରିହେବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ହୋଇପାରିବ ଯେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ପବିତ୍ରଆତ୍ମା ଦାନ କରିବେ...ତାକୁ I” (ଦେଖ: rc://*/ta/man/translate/figs-rquestion)