or_tn/luk/11/12.md

1.2 KiB

Or if he asks ... scorpion to him?

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ମଧ୍ୟ ଲେଖିହେବ I ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ କଦାପି ତାକୁ ଅଣ୍ଡା ମାଗିଲେ ବିଛା ଦେବ ନାହିଁ” (ଦେଖ: rc://*/ta/man/translate/figs-rquestion)

a scorpion

ବିଛା ଏକ ବୁଢ଼ିଆଣୀ ସଦୃଶ୍ୟ ଅଟେ, କିନ୍ତୁ ଏହାର ଲାଙ୍ଗୁଡରେ ବିଷାକ୍ତ ନାହୁଡ ରହିଥାଏ I ଯଦି ତୁମ୍ଭେମାନେ ରହୁଥିବା ସ୍ଥାନରେ ବିଛା ପରିଚିତ ନୁହେଁ ତେବେ ତୁମ୍ଭେମାନେ ଏହାକୁ “ବିଷାକ୍ତ ବୁଢ଼ିଆଣୀ” ଭାବରେ ବା “ଦଂଶନକାରୀ ବୁଢ଼ିଆଣୀ” ଭାବରେ ଅନୁବାଦ କରିପାରିବ (ଦେଖ: rc://*/ta/man/translate/translate-unknown)