or_tn/luk/11/11.md

747 B

Connecting Statement:

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା ସମ୍ପର୍କରେ ଶିକ୍ଷା ଦେବା ସମାପ୍ତ କରନ୍ତି I

Which father among you ... he will give him a snake ... a fish?

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଏହାକୁ ଏକ ଉକ୍ତି ଭାବରେ ମଧ୍ୟ ଲେଖିହେବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର କେହି ପିତା...ମାଛ” (ଦେଖ: rc://*/ta/man/translate/figs-rquestion)