or_tn/luk/11/05.md

1.2 KiB

Connecting Statement:

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା ସମ୍ପର୍କରେ ଶିକ୍ଷା ଦେବା ଜାରିରଖନ୍ତି I

lend to me three loaves of bread

ମୋତେ ତିନୋଟି ରୋଟୀ ଉଧାର ଦିଅ ବା “ମୋତେ ତିନୋଟି ରୋଟୀ ଦିଅ ଓ ମୁଁ ପରେ ତୁମକୁ ପରିଶୋଧ କରିବି I” ଅତିଥିଙ୍କୁ ଦେବା ପାଇଁ ଅତିଥିକର୍ତ୍ତାଙ୍କ ପାଖରେ କୌଣସି ଖାଦ୍ୟ ପ୍ରସ୍ତୁତ ନ ଥିଲା I

three loaves of bread

ଅନେକ ସମୟରେ ରୋଟୀ ସାର୍ବଜନିକ ଭାବରେ ଖାଦ୍ୟକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଭୋଜନ ନିମନ୍ତେ ଯଥେଷ୍ଟ ରନ୍ଧା ହୋଇଥିବା ଖାଦ୍ୟ” ବା “ଜଣେ ବ୍ୟକ୍ତି ଭୋଜନ କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ଯଥେଷ୍ଟ ଖାଦ୍ୟ” (ଦେଖ: rc://*/ta/man/translate/figs-synecdoche)