or_tn/luk/11/03.md

1.4 KiB

Connecting Statement:

ଯୀଶୁ କିପରି ପ୍ରାର୍ଥନା କରିବାକୁ ହୁଏ ସେସମ୍ପର୍କରେ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖନ୍ତି I

Give us

ଏହା ଆଦେଶସୂଚକ ଅଟେ କିନ୍ତୁ ଏହାକୁ ଏକ ଆଜ୍ଞା ଭାବରେ ନୁହେଁ ମାତ୍ର ଏକ ଅନୁରୋଧ ଭାବରେ ଅନୁବାଦ କରାଯିବା ଉଚିତ୍ I ଏହା ସହିତ “ଅନୁଗ୍ରହପୂର୍ବକ” ପରି ଶବ୍ଦ ଯୋଗ କରିବା ଦ୍ବାରା ଏହାକୁ ଆହୁରି ସ୍ପଷ୍ଟ କରି ହେବ I ବିକଳ୍ପ ଅନୁବାଦ: “ଅନୁଗ୍ରହପୂର୍ବକ ଆମକୁ ଦିଅ”

our daily bread

ଲୋକମାନେ ପ୍ରତିଦିନ ଯେଉଁ ରୋଟୀ ଭୋଜନ କରୁଥିଲେ ତାହା ଅଳ୍ପ ବ୍ୟୟସାପେକ୍ଷ ଖାଦ୍ୟ ଥିଲା I ଏଠାରେ ସାର୍ବଜନିକ ଅର୍ଥରେ ଖାଦ୍ୟକୁ ସୂଚାଇବା ପାଇଁ ଏହା ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରତିଦିନ ଆବଶ୍ୟକ କରୁଥିବା ଖାଦ୍ୟ” (ଦେଖ: rc://*/ta/man/translate/figs-synecdoche)