or_tn/luk/11/02.md

1.8 KiB

So he said to them

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ

Father

ପିତା ଈଶ୍ୱରଙ୍କଠାରେ ପ୍ରାର୍ଥନା କରିବା ସମୟରେ ତାଙ୍କୁ “ପିତା” ବୋଲି ସମ୍ବୋଧନ କରିବା ଦ୍ୱାରା ତାଙ୍କୁ ସମ୍ମାନିତ କରିବା ପାଇଁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଆଜ୍ଞା ଦିଅନ୍ତି I ଏହା ଈଶ୍ୱରଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

may your name be honored as holy

ତୁମ୍ଭର ନାମକୁ ମାନ୍ୟ କରିବା ନିମନ୍ତେ ପ୍ରତ୍ୟେକ ଲୋକକୁ ମଣାଅ I ଅନେକ ସମୟରେ “ନାମ” ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ଵକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ସମସ୍ତ ଲୋକମାନେ ତୁମ୍ଭଙ୍କୁ ସମ୍ମାନିତ କରନ୍ତୁ” (ଦେଖ: rc://*/ta/man/translate/figs-metonymy)

May your kingdom come

ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଈଶ୍ୱରଙ୍କ ରାଜ୍ୟତ୍ଵ ବିଷୟରେ କୁହାଯାଇଛି ସତେ ଯେପରି ଏହା ସ୍ୱୟଂ ଈଶ୍ୱର ଅଟନ୍ତି I ବିକଳ୍ପ ଅନୁବାଦ: “ତୁମେ ଆସ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ରାଜତ୍ଵ କର” (ଦେଖ: rc://*/ta/man/translate/figs-metonymy)