or_tn/luk/10/32.md

4 lines
684 B
Markdown

# a Levite ... passed by on the other side
ଲେବୀୟମାନେ ମନ୍ଦିରରେ ସେବା କରୁଥିଲେ I ସେ ତା’ର ସହ-ଯିହୂଦୀ ଲୋକକୁ ସାହାଯ୍ୟ କରିବ ବୋଲି ଅପେକ୍ଷା କରାଯାଉଥିଲା I ଯେହେତୁ ସେ ତାହା କଲା ନାହିଁ, ଏହା ହୁଏତ ଉଲ୍ଲେଖ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଜଣେ ଲେବୀୟ ଅନ୍ୟ ପାଖ ଦେଇ... ଏବଂ ତାକୁ ସାହାଯ୍ୟ କଲା ନାହିଁ” (ଦେଖ: [[rc://*/ta/man/translate/figs-explicit]])