or_tn/luk/10/29.md

8 lines
1.2 KiB
Markdown

# But he, desiring to justify himself, said
କିନ୍ତୁ ସେହି ବିଶାରଦ ନିଜକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଏକ ଉପାୟ ଖୋଜିବାକୁ ଇଚ୍ଛା କରୁଥିଲେ, ତେଣୁ ସେ କହିଲେ ବା “କିନ୍ତୁ ଧାର୍ମିକ ଭାବରେ ଦେଖାଯିବା ପାଇଁ ଇଚ୍ଛା କରି ସେହି ବିଶାରଦ କହିଲେ”
# who is my neighbor?
ସେହି ବ୍ୟକ୍ତି ଜାଣିବାକୁ ଇଚ୍ଛା କଲେ ଯେ ସେ କାହାକୁ ପ୍ରେମ କରିବା ଆବଶ୍ୟକ ଅଟେ I ବିକଳ୍ପ ଅନୁବାଦ: “ମୁଁ କାହାକୁ ମୋର ପ୍ରତିବାସୀ ଭାବରେ ବିବେଚନା କରିବା ଉଚିତ ଓ ମୁଁ ଯେପରି ନିଜକୁ ପ୍ରେମ କରେ ସେପରି ତାକୁ ପ୍ରେମ କରିବି?” ବା “କେଉଁ ଲୋକମାନେ ମୋହର ପ୍ରତିବାସୀ ଅଟନ୍ତି ଯାହାଙ୍କୁ ମୁଁ ପ୍ରେମ କରିବା ଉଚିତ?”(ଦେଖ: [[rc://*/ta/man/translate/figs-explicit]])