or_tn/luk/10/27.md

1.3 KiB

You will love ... your neighbor as yourself

ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ ସେହି ବ୍ୟକ୍ତି ତାହା ଉଦ୍ଧୃତ କରୁଛନ୍ତି I

with all your heart, and with all your soul, and with all your strength, and with all your mind

ଏଠାରେ “ହୃଦୟ” ଓ “ପ୍ରାଣ” ଜଣେ ବ୍ୟକ୍ତିର ଆନ୍ତରିକ ବ୍ୟକ୍ତିତ୍ଵକୁ ବୁଝାଏ I ଏହି ଚାରୋଟି ଶବ୍ଦ ଏକତ୍ର ବ୍ୟବହୃତ ହୋଇଛି ଯାହା “ସମ୍ପୂର୍ଣ୍ଣ ଭାବରେ” ବା “ଆନ୍ତରିକତା ସହିତ” ବୋଲି ବୁଝାଇବ I” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-doublet]] )

your neighbor as yourself

ଏହି ଉପମାଗୁଡିକୁ ଅଧିକ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ନିଜକୁ ଯେତେ ବେଶୀ ପ୍ରେମ କର, ତୁମର ପ୍ରତିବାସୀକୁ ସେତେ ଅଧିକ ପ୍ରେମ କର” (ଦେଖ: rc://*/ta/man/translate/figs-simile)