8 lines
1.1 KiB
Markdown
8 lines
1.1 KiB
Markdown
# Then he turned around to the disciples and said privately
|
|
|
|
“ଏକାନ୍ତରେ” ଶବ୍ଦ ସୂଚାଇ ଥାଏ ଯେ ସେ କେବଳ ଶିଷ୍ୟମାନଙ୍କ ସହିତ ଥିଲେ I ବିକଳ୍ପ ଅନୁବାଦ: “ପରେ, ଯେତେବେଳେ ସେ ଏକାନ୍ତରେ କେବଳ ଶିଷ୍ୟମାନଙ୍କ ସହିତ ଥିଲେ, ସେ ସେମାନଙ୍କ ପ୍ରତି ବୁଲି ପଡିଲେ ଏବଂ କହିଲେ” (ଦେଖ: [[rc://*/ta/man/translate/figs-explicit]])
|
|
|
|
# Blessed are those who see the things that you see!
|
|
|
|
ଏହା ବୋଧହୁଏ ଯୀଶୁ କରୁଥିବା ଉତ୍ତମ ଏବଂ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ମୁଁ କରୁଥିବା ଯେଉଁ ବିଷୟଗୁଡିକୁ ତୁମ୍ଭେମାନେ ଦେଖୁଛ, ତାହା ଅନ୍ୟମାନେ ଦେଖିବା ମଧ୍ୟ ସେମାନଙ୍କ ନିମନ୍ତେ କେତେ ଉତ୍ତମ ଅଟେ” (ଦେଖ: [[rc://*/ta/man/translate/figs-explicit]])
|