or_tn/luk/10/22.md

32 lines
2.1 KiB
Markdown

# All things have been entrusted to me from my Father
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋହର ପିତା ସମସ୍ତ ବିଷୟ ମୋ’ ଉପରେ ସମର୍ପଣ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# Father ... the Son
ଏଗୁଡିକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ ଯାହା ଈଶ୍ୱରଙ୍କ ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# knows who the Son is
ଯେଉଁ ଶବ୍ଦକୁ “ଜାଣେ” ବୋଲି ଅନୁବାଦ କରାଯାଇଛି ତାହାର ଅର୍ଥ ବ୍ୟକ୍ତିଗତ ଅନୁଭୂତିରୁ ଜାଣିବା ଅଟେ I ଈଶ୍ୱର ଏହି ପ୍ରକାରେ ଯୀଶୁଙ୍କୁ ଜାଣନ୍ତି I
# the Son
ଯୀଶୁ ନିଜକୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି I (ଦେଖ: [[rc://*/ta/man/translate/figs-123person]])
# except the Father
ଏହାର ଅର୍ଥ ଯେ କେବଳ ଈଶ୍ୱର ହିଁ ଜାଣନ୍ତି ଯେ ପୁତ୍ର କିଏ ଅଟନ୍ତି I
# who the Father is
ଯେଉଁ ଶବ୍ଦକୁ “ଜାଣେ” ବୋଲି ଅନୁବାଦ କରାଯାଇଛି ତାହାର ଅର୍ଥ ବ୍ୟକ୍ତିଗତ ଅନୁଭୂତିରୁ ଜାଣିବା ଅଟେ I ଯୀଶୁ ଏହି ପ୍ରକାରେ ଈଶ୍ୱରଙ୍କୁ ଜାଣନ୍ତି I
# except the Son
ଏହାର ଅର୍ଥ ଯେ କେବଳ ପୁତ୍ର ହିଁ ଜାଣନ୍ତି ଯେ ଈଶ୍ୱର କିଏ ଅଟନ୍ତି I
# to whomever the Son chooses to reveal him
ପୁତ୍ର ଯାହାକୁ ଇଚ୍ଛା କରନ୍ତି ପିତାଙ୍କୁ ତା’ ନିକଟରେ ପ୍ରକାଶ କରନ୍ତି