or_tn/luk/10/20.md

1.3 KiB

do not rejoice only in this, that the spirits submit to you, but also rejoice that your names are written in heaven

ଆତ୍ମାମାନେ ଯେ ତୁମ୍ଭମାନଙ୍କ ବଶୀଭୁତ ସେଥିପାଇଁ କେବଳ ଆନନ୍ଦିତ ହୁଅନାହିଁ; ଏହାକୁ ଆସ୍ତିସୂଚକ ଭାବରେ ମଧ୍ୟ ବ୍ୟକ୍ତ କରାଯାଇ ହେବ I ବିକଳ୍ପ ଅନୁବାଦ: “ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୁତ ଅଟନ୍ତି ତାହାଠାରୁ ଅଧିକ ଆନନ୍ଦିତ ହୁଅ ଯେ ତୁମ୍ଭମାନଙ୍କର ନାମଗୁଡିକ ସ୍ୱର୍ଗରେ ଲେଖାଯାଇଅଛି”

your names are written in heaven

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କର ନାମ ସ୍ୱର୍ଗରେ ଲେଖିଛନ୍ତି” ବା “ତୁମ୍ଭମାନଙ୍କର ନାମ ସ୍ୱର୍ଗର ନାଗରିକମାନଙ୍କ ତାଲିକାରେ ରହିଛି” (ଦେଖ: rc://*/ta/man/translate/figs-activepassive)