or_tn/luk/10/18.md

997 B

I was watching Satan fall from heaven as lightning

ଯୀଶୁ ତୁଳନା କରି ଏକ ଉପମାକୁ ବ୍ୟବହାର କଲେ ଯେ ଯେତେବେଳେ ତାଙ୍କ ଶିଷ୍ୟମାନେ ସହରଗୁଡିକରେ ପ୍ରଚାର କରୁଥିଲେ, ଈଶ୍ୱର କିପରି ଶୟତାନକୁ ପରାଜିତ କରୁଛନ୍ତି ତାହା ବିଜୁଳି ପଡିବା ପରି ଅଟେ I (ଦେଖ: rc://*/ta/man/translate/figs-simile)

fall from heaven as lightning

ସାମ୍ଭାବ୍ୟ ଅର୍ଥଗୁଡିକ 1) ବିଜୁଳି ପଡିବା ପରି ଶୀଘ୍ର ପଡିଲା, ବା 2) ବିଜୁଳି ନିମ୍ନମୁଖୀ ହୋଇ ପଡିବା ପରି ଆକାଶରୁ ତଳେ ପଡିଲା I ଉଭୟ ଅର୍ଥଗୁଡିକ ଯେହେତୁ ସମ୍ଭବ, ଏହି ଛବିକୁ ରଖିବା ସର୍ବୋତ୍କୃଷ୍ଟ ହେବ I