or_tn/luk/10/17.md

889 B

Then the seventy returned

ଯେପରି UST କରିଥାଏ, କେତେକ ଭାଷା ଏହା କହି ପାରିବେ ଯେ ପ୍ରକୃତରେ ସତୁରି ଜଣ ପ୍ରଥମେ ଗଲେ I ଏହି ଅନ୍ତର୍ନିହିତ ତଥ୍ୟକୁ ସ୍ପଷ୍ଟ କରାଯାଇପାରିବ I (ଦେଖ: rc://*/ta/man/translate/figs-explicit)

seventy

ତୁମେ ହୁଏତ ଏକ ପାଦଟୀକା ଯୋଗ କରିବାକୁ ଚାହିଁପାର: “କେତେକ ଅନୁବାଦଗୁଡିକରେ “70” ପରିବର୍ତ୍ତେ “72 ଅଛି I” (ଦେଖ: rc://*/ta/man/translate/translate-numbers)

in your name

ଏଠାରେ “ନାମ” ଯୀଶୁଙ୍କ ଶକ୍ତି ଓ ଅଧିକାରକୁ ସୂଚାଏ I (ଦେଖ: rc://*/ta/man/translate/figs-metonymy)