or_tn/luk/10/16.md

2.0 KiB

The one who listens to you listens to me

ତୁଳନାକୁ ଗୋଟିଏ ଉପମା ଭାବରେ ସ୍ପଷ୍ଟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମର କଥା ଶୁଣେ, ତାହା ମନେ ହୁଏ ସତେ ଯେପରି ସେମାନେ ମୋତେ ଶୁଣୁଛନ୍ତି” (ଦେଖ: rc://*/ta/man/translate/figs-simile)

the one who rejects you rejects me

ଏହି ତୁଳନାକୁ ଏକ ଉପମା ଭାବରେ ସ୍ପଷ୍ଟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମକୁ ପ୍ରତ୍ୟାଖ୍ୟାନ କରେ ତାହା ମନେ ହୁଏ ସତେ ଯେପରି ସେମାନେ ମୋତେ ପ୍ରତ୍ୟାଖ୍ୟାନ କରୁଛନ୍ତି” (ଦେଖ: rc://*/ta/man/translate/figs-simile)

the one who rejects me rejects the one who sent me

ତୁଳନାକୁ ଗୋଟିଏ ଉପମା ଭାବରେ ସ୍ପଷ୍ଟ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ମୋତେ ପ୍ରତ୍ୟାଖ୍ୟାନ କରେ, ତାହା ମନେ ହୁଏ ସତେ ଯେପରି ମୋହର ପ୍ରେରଣକର୍ତ୍ତାଙ୍କୁ ସେମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି ” (ଦେଖ: rc://*/ta/man/translate/figs-simile)

the one who sent me

ଏହା ପିତା ଈଶ୍ୱରଙ୍କୁ ସୂଚାଏ ଯିଏ ଯୀଶୁଙ୍କୁ ଏହି ବିଶେଷ କର୍ତ୍ତବ୍ୟ ସାଧନ କରିବା ନିମନ୍ତେ ପ୍ରେରଣ କଲେ I ବିକଳ୍ପ ଅନୁବାଦ: “ଈଶ୍ୱର ହିଁ ମୋତେ ପ୍ରେରଣ କଲେ” (ଦେଖ: rc://*/ta/man/translate/figs-explicit)