or_tn/luk/10/09.md

1.3 KiB

the sick

ଏହା ସାଧାରଣ ଅର୍ଥରେ ପୀଡିତମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ପୀଡିତ ଲୋକମାନେ” (ଦେଖ: rc://*/ta/man/translate/figs-nominaladj)

The kingdom of God has come close to you

ଗୁଣବାଚକ ବିଶେଷ୍ୟ “ରାଜ୍ୟ”କୁ କ୍ରିୟାପଦ “ରାଜତ୍ଵ” ବା “ଶାସନ” ଭାବରେ ପ୍ରକାଶ କରାଯାଇପାରେ I ସାମ୍ଭାବ୍ୟ ଅର୍ଥଗୁଡିକ 1) ଈଶ୍ୱରଙ୍କ ରାଜ୍ୟ ଶୀଘ୍ର ଆରମ୍ଭ ହେବ I ବିକଳ୍ପ ଅନୁବାଦ: “ଈଶ୍ୱର ରାଜା ଭାବରେ ସର୍ବତ୍ର ଶାସନ କରିବେ” ବା 2) ଈଶ୍ୱରଙ୍କ ରାଜ୍ୟର କାର୍ଯ୍ୟଗୁଡିକ ତୁମ୍ଭମାନଙ୍କ ଚାରିଆଡେ ସର୍ବତ୍ର ଘଟୁଅଛି I ବିକଳ୍ପ ଅନୁବାଦ: “ଈଶ୍ୱର ଯେ ସର୍ବତ୍ର ରାଜତ୍ଵ କରୁଛନ୍ତି ଏହାର ପ୍ରମାଣ ତୁମ୍ଭମାନଙ୍କ ଚାରିଆଡେ ରହିଛି” (ଦେଖ: rc://*/ta/man/translate/figs-abstractnouns )