or_tn/luk/10/07.md

1.7 KiB

Now remain in that same house

ଯୀଶୁ କହୁ ନ ଥିଲେ ଯେ ସେମାନେ ଦିନ ସାରା ସେହି ଗୃହରେ ରହିବେ, ମାତ୍ର ସେମାନେ ଥିବା ପର୍ଯ୍ୟନ୍ତ ସେହି ସମାନ ଗୃହରେ ପ୍ରତ୍ୟେକ ରାତ୍ରିରେ ଶୟନ କରିବେ I ବିକଳ୍ପ ଅନୁବାଦ: “ସେହି ଗୃହରେ ଶୟନ କରିବା ଜାରି ରଖ”

for the laborer is worthy of his wages

ଏହା ଏକ ସାଧାରଣ ନୀତି ଥିଲା ଯାହା ଯୀଶୁ ପ୍ରେରଣ କରିଥିବା ଲୋକମାନଙ୍କ ପ୍ରତି ପ୍ରୟୋଗ କରନ୍ତି I ଯେହେତୁ ସେମାନେ ଶିକ୍ଷା ଦେବେ ଏବଂ ଲୋକମାନଙ୍କୁ ସୁସ୍ଥ କରିବେ, ତେଣୁ ଲୋକମାନେ ସେମାନଙ୍କୁ ରହିବାକୁ ସ୍ଥାନ ଏବଂ ଭୋଜନ ଯୋଗାଇଦେବା ଉଚିତ୍ I

Do not move around from house to house

ଗୃହକୁ ଗୃହ ଯିବା ଅର୍ଥ ବିଭିନ୍ନ ଗୃହମାନଙ୍କୁ ଯିବା ଅଟେ I ଏହା ସ୍ପଷ୍ଟ କରାଯାଇପାରିବ ଯେ ସେ ବିଭିନ୍ନ ଗୃହମାନଙ୍କରେ ରାତ୍ରରହଣୀ ବିଷୟରେ କହୁଥିଲେ I “ପ୍ରତ୍ୟେକ ରାତ୍ରିରେ ବିଭିନ୍ନ ଗୃହମାନଙ୍କରେ ଶୟନ କରିବା ନିମନ୍ତେ ଯାଅ ନାହିଁ” (ଦେଖ: [[rc:///ta/man/translate/figs-idiom]] ଏବଂ [[rc:///ta/man/translate/figs-explicit]])