or_tn/luk/10/06.md

2.0 KiB

a son of peace

ଏକ ଶାନ୍ତିପୂର୍ଣ୍ଣ ବ୍ୟକ୍ତି I ଏହା ଜଣେ ବ୍ୟକ୍ତି ଯିଏ ଈଶ୍ୱରଙ୍କ ସହିତ ଏବଂ ଲୋକମାନଙ୍କ ସହିତ ଶାନ୍ତି ଚାହିଁଥାଏ I

your peace will rest upon him

ଏଠାରେ “ଶାନ୍ତି”କୁ ଏକ ଜୀବନ୍ତ ପ୍ରାଣୀ ଭାବରେ ବର୍ଣ୍ଣନା କରାଯାଇଛି ଯାହା ବାସ କରିବାର ସ୍ଥାନ ନିରୁପଣ କରିପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଉପରେ ଆଶୀର୍ବାଦ ଦେବ, ସେ ସେହି ଶାନ୍ତି ପାଇବ” (ଦେଖ: rc://*/ta/man/translate/figs-personification)

if not

ସମୁଦାୟ ବାକ୍ୟାଂଶକୁ ପୂନଃ ବ୍ୟକ୍ତ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଯଦି ସେଠାରେ କେହି ଶାନ୍ତିର ବ୍ୟକ୍ତି ନାହାନ୍ତି” ବା “ଯଦି ଗୃହର କର୍ତ୍ତା ଜଣେ ଶାନ୍ତିପୂର୍ଣ୍ଣ ବ୍ୟକ୍ତି ନୁହେଁ” (ଦେଖ: rc://*/ta/man/translate/figs-ellipsis)

it will return to you

ଏହାରେ “ଶାନ୍ତି”କୁ ଏକ ଜୀବିତ ପ୍ରାଣୀ ଭାବରେ ବର୍ଣ୍ଣନା କରାଯାଇଛି ଯିଏ ଛାଡି ଦେବା ପାଇଁ ମନୋନୀତ କରି ପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସେହି ଶାନ୍ତି ପାଇବ” ବା “ତୁମ୍ଭେମାନେ ତାହାକୁ ଯେଉଁ ଶାନ୍ତି ଦେଇ ଆଶୀର୍ବାଦ କରିଥିବ ସେ ସେହି ଶାନ୍ତି ପାଇବ ନାହିଁ” (ଦେଖ: rc://*/ta/man/translate/figs-personification)