or_tn/luk/10/01.md

1.3 KiB

General Information:

ଯୀଶୁ ତାଙ୍କ ଆଗେ ଆଗେ ଆହୁରି ଅଧିକ 70 ଲୋକମାନଙ୍କୁ ପ୍ରେରଣ କଲେ I ସେହି 70 ଜଣ ଆନନ୍ଦ ସହିତ ଫେରି ଆସିଲେ, ଏବଂ ତାହା ଶୁଣି ଯୀଶୁ ଆପଣା ସ୍ୱର୍ଗସ୍ଥ ପିତାଙ୍କର ପ୍ରଶଂସା କରନ୍ତି I

Now

କାହାଣୀରେ ଏକ ନୂତନ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ଏହି ବାକ୍ୟ ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/writing-newevent)

seventy

70 I କେତେକ ଅନୁବାଦରେ “ବାସ୍ତରି ଜଣ’ ବା “72""ବୋଲି କୁହାଯାଏ I ତାହା କହିବା ନିମନ୍ତେ ତୁମେ ହୁଏତ ଏକ ପାଦଟୀକା ଅନ୍ତର୍ଭୁକ୍ତ କରିପାର I (ଦେଖ: rc://*/ta/man/translate/translate-numbers)

sent them out two by two

ସେମାନଙ୍କୁ ଦୁଇଜଣିଆ ଦଳଗୁଡିକରେ ପ୍ରେରଣ କଲେ ବା “ପ୍ରତ୍ୟେକ ଦଳରେ ଦୁଇ ଦୁଇ ଜଣ କରି ସେମାନଙ୍କୁ ପ୍ରେରଣ କଲେ”