8 lines
1.4 KiB
Markdown
8 lines
1.4 KiB
Markdown
# Let the dead bury their own dead
|
|
|
|
ଯୀଶୁ ଆକ୍ଷରିକ ଭାବରେ ଏହି ଅର୍ଥ ପ୍ରକାଶ କରୁନାହାନ୍ତି ଯେ ମୃତ ଲୋକମାନେ ଅନ୍ୟ ମୃତ ଲୋକମାନଙ୍କୁ ସମାଧି ଦେବେ I “ମୃତମାନେ“ ଶବ୍ଦର ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି 1) ଯେଉଁମାନେ ଶୀଘ୍ର ମୃତ୍ୟୁବରଣ କରିବେ ସେମାନଙ୍କ ନିମନ୍ତେ ଏହା ଏକ ଋଢ଼ି ଅଟେ, ବା 2) ଯେଉଁମାନେ ଯୀଶୁଙ୍କର ଅନୁଗାମୀ ହୁଅନ୍ତି ନାହିଁ ଏବଂ ଆତ୍ମିକ ଭାବରେ ମୃତ ଅଟନ୍ତି ସେମାନଙ୍କ ନିମନ୍ତେ ଏହା ଏକ ଋଢ଼ି ଅଟେ I ମୁଖ୍ୟ ବିଷୟ ହେଉଛି ଯେ ଜଣେ ଶିଷ୍ୟ ଯୀଶୁଙ୍କର ଅନୁଗାମୀ ହେବା ନିମନ୍ତେ କୌଣସି ବିଷୟ ତାହାକୁ ବିଳମ୍ବ କରିବାକୁ ଦେବ ନାହିଁ I (ଦେଖ: [[rc://*/ta/man/translate/figs-metaphor]])
|
|
|
|
# the dead
|
|
|
|
ଏହା ସାଧାରଣ ଅର୍ଥରେ ମୃତ ଲୋକମାନଙ୍କୁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ମୃତ ଲୋକମାନେ”(ଦେଖ: [[rc://*/ta/man/translate/figs-nominaladj]])
|