or_tn/luk/09/49.md

1.0 KiB

John answered

ଏହାର ପ୍ରତ୍ୟୁତ୍ତରରେ, ଯୋହନ କହିଲେ ବା “ଯୋହନ ଯୀଶୁଙ୍କୁ ଉତ୍ତର ଦେଲେ I” ଶ୍ରେଷ୍ଠ ହେବା ସମ୍ବନ୍ଧରେ ଯୀଶୁ ଯାହା କହିଥିଲେ ଯୋହନ ତା’ର ପ୍ରତ୍ୟୁତ୍ତର ଦେଉଥିଲେ I ସେ କୌଣସି ଏକ ପ୍ରଶ୍ନର ଉତ୍ତର ଦେଉ ନ ଥିଲେ I

we saw

ଯୋହନ ନିଜ ସମ୍ବନ୍ଧରେ କହନ୍ତି ଯୀଶୁଙ୍କ ବିଷୟରେ ନୁହେଁ, ତେଣୁ ଏଠାରେ “ଆମ୍ଭେମାନେ” ଶବ୍ଦ ଯୀଶୁଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: rc://*/ta/man/translate/figs-exclusive)

in your name

ଏହାର ଅର୍ଥ ଯେଉଁ ବ୍ୟକ୍ତି ଯୀଶୁଙ୍କ ଶକ୍ତି ଏବଂ ଅଧିକାର ସହିତ କଥା କହୁଛି I (ଦେଖ: rc://*/ta/man/translate/figs-metonymy)