or_tn/luk/09/47.md

506 B

knowing the reasoning in their hearts

ଏଠାରେ “ହୃଦୟ” ଶବ୍ଦ ସେମାନଙ୍କ ମନ ସକାଶେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ସେମାନଙ୍କ ମନର ଯୁକ୍ତିତର୍କ ବିଷୟରେ ଜାଣିବା” ବା “ସେମାନେ ଯାହା ଚିନ୍ତା କରୁଥିଲେ ତାହା ଜାଣିବା” (ଦେଖ: rc://*/ta/man/translate/figs-metonymy)