or_tn/luk/09/44.md

2.5 KiB

Let these words go deeply into your ears

ଏହା ଏକ ଋଢି ଅଟେ ଯାହାର ଅର୍ଥ ସେମାନେ ଧ୍ୟାନ ଦେବା ଆବଶ୍ୟକ ଅଟେ I ବିକଳ୍ପ ଅନୁବାଦ: “ଯତ୍ନ ସହକାରେ ଶୁଣ ଏବଂ ସ୍ମରଣରେ ରଖ” ବା “ଏହା ଭୁଲିଯାଅ ନାହିଁ” (ଦେଖ: rc://*/ta/man/translate/figs-idiom)

For the Son of Man will be betrayed into the hands of men

ଏହାକୁ ଏକ ସକ୍ରିୟ ଖଣ୍ଡବାକ୍ୟ ସହିତ ବ୍ୟକ୍ତ କରାଯାଇପାରିବ I ଏହି ସ୍ଥାନରେ “ହସ୍ତ” ଶବ୍ଦ କ୍ଷମତା ଏବଂ ନିୟନ୍ତ୍ରଣକୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ମନୁଷ୍ୟପୁତ୍ରଙ୍କୁ ପ୍ରତାରଣା କରିବେ ଏବଂ ତାଙ୍କୁ ମନୁଷ୍ୟମାନଙ୍କ ନିୟନ୍ତ୍ରଣ ମଧ୍ୟରେ ପକାଇବେ” (ଦେଖ: [[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-metonymy]])

For the Son of Man will be betrayed into the hands of men

ତୃତୀୟ ପୁରୁଷ ବ୍ୟବହାର କରି ଯୀଶୁ ନିଜ ସମ୍ପର୍କରେ କହୁଛନ୍ତି I “ହସ୍ତ” ଶବ୍ଦ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେମାନଙ୍କର ହସ୍ତ ସଦୃଶ ଅଟନ୍ତି ବା ସେହି କ୍ଷମତା ଯାହା ସେହି ହସ୍ତଗୁଡିକୁ ବ୍ୟବହାର କରେ I ତୁମକୁ ହୁଏତ ସ୍ପଷ୍ଟ କରିବାକୁ ପଡିବ ଯେ ଏହି ଲୋକମାନେ କିଏ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ପ୍ରତାରିତ ହେବି” ବା “ମନୁଷ୍ୟପୁତ୍ର ତାଙ୍କର ଶତୃମାନଙ୍କ କ୍ଷମତା ଦ୍ବାରା ପ୍ରତାରିତ ହେବେ” ବା “ମୁଁ, ମନୁଷ୍ୟପୁତ୍ର ମୋହର ଶତୃମାନଙ୍କ ଦ୍ବାରା ପ୍ରତାରିତ ହେବି” (ଦେଖ: [[rc:///ta/man/translate/figs-123person]] ଏବଂ [[rc:///ta/man/translate/figs-synecdoche]] ଏବଂ [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-explicit]])