or_tn/luk/09/39.md

1.1 KiB

See, a spirit

“ଦେଖନ୍ତୁ” ବାକ୍ୟାଂଶଟି ଲୋକର କାହାଣୀରେ ଥିବା ମନ୍ଦ ଆତ୍ମା ସହିତ ଆମ୍ଭମାନଙ୍କୁ ପରିଚିତ କରାଏ I ଏହା କରିବା ନିମନ୍ତେ ତୁମର ଭାଷାରେ ହୁଏତ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ସେଠାରେ ଗୋଟିଏ ମନ୍ଦ ଆତ୍ମା ଅଛି ଯିଏ” (ଦେଖ: rc://*/ta/man/translate/writing-participants)

and foaming at the mouth

ତାହାର ମୁହଁରୁ ଫେଣ ବାହାରି ଆସେ I ଯେତେବେଳେ ଜଣେ ବ୍ୟକ୍ତି ବଳ ପୂର୍ବକ ଅଧିକାରଗ୍ରସ୍ତ ଥାଏ, ସେମାନଙ୍କର ପ୍ରଶ୍ୱାସ ନେବାରେ ବା ଗିଳିବାରେ ଅସୁବିଧା ହୋଇପାରେ I ଏହି କାରଣରୁ ସେମାନଙ୍କ ମୁହଁର ଚାରିଆଡେ ଧଳାଫେଣ ଜାତ ହୁଏ I